ଭୁବନେଶ୍ୱର : ଚନ୍ଦକା ଥାନା ସୁନ୍ଦରପୁରରେ କ୍ରାଇମବ୍ରାଞ୍ଚ ଟିମ୍ । ଭରତପୁର ଥାନାର ତଦନ୍ତ ପରେ ସୁନ୍ଦରପୁରରେ ପହଞ୍ଚିଛନ୍ତି ଟିମ୍ । ମେଜର ଓ ପୀଡ଼ିତାଙ୍କୁ ନେଇ ପହଞ୍ଚିଲା ଟିମ୍ । ପଥରଗାଡିରେ ଯୁବତୀଙ୍କୁ ଅଟକାଇଥିଲେ ଯୁବକ ।