ଭୁବନେଶ୍ୱର : କାର୍ ସହ କାର୍ ମାଲିକଙ୍କୁ ଅପହରଣ । ଏମ୍ସ ନିକଟରୁ ଅପହରଣ କଲେ ୩ ଅଭିଯୁକ୍ତ । ଉବେର ଆପ୍ ଜରିଆରେ ବୁକିଂ କରିଥିଲେ କାର୍ । ଅପହରମ ପରେ ଯୋରନ୍ଦା ନେଇଯାଇଥିଲେ । ଚାଳକଙ୍କୁ ମାରଣାସ୍ତ୍ର ଦେଖାଇ କାର୍ ଲୁଟିଥିଲେ । ଆଠଗଡ ନିକଟରେ ଅଭିଯୁକ୍ତ ପିଇଥିଲେ ଚା’ । ଫୋନ୍ ପେ’ରେ ଟଙ୍କା ଦେିଥିଲେ ଅଭିଯୁକ୍ତ । ଫୋନ୍ ପେ’ ରୁ ସୁରାଗ ପାଇଥିଲା ପୁଲସ । କଳଙ୍ଗ ବିହାରରୁ ପୋଲସ ଜବତ କଲା କାର୍ । କାର୍ ସହ ୨ ଅଭଯୁକ୍ତଙ୍କୁ ଗରଫ କରିଛି ପୋଲସ ।