23.1 C
Bhubaneswar
Sunday, March 22, 2026
Homeଅପରାଧଜମିବାଡ଼ି ବିବାଦରୁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଜମିବାଡ଼ି ବିବାଦରୁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ବାଲେଶ୍ବର ଜିଲ୍ଲା ସୋର ଥାନା ବେଲପୁର ଗାଁରେ ଜମିବାଡ଼ି ବିବାଦରୁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସେମାନଙ୍କ ମଧ୍ୟରେ ଦୁଇ ମହିଳା ଥିବା ଜଣାଯାଇଛି। ଗୁରୁତର ୫ ଜଣ ହେଲେ ସେକ ଗୁଲାଲ,ସେକ ରାଜେଶ, ସେକ ନିହାମଦ, ସାଇଦା ବିବି ଓ ରେଜିଆ ଖାତୁନ। ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫେରାର ହୋଇ ଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking