ବ୍ରହ୍ମପୁର : ୩ ନାବାଳକ ଗାଡି ଚାଳକଙ୍କୁ ୨୫ ହଜାର ଲେଖାଏଁ ଫାଇନ । ଇଞ୍ଜିନିୟରିଂ କଲେଜ ଛକରେ ଯାଞ୍ଚ ବେଳେ ଧରାପଡିଲେ । ୩ ଗାଡିକୁ ସିଜ୍ କରିବା ସହ ନାବାଳକଙ୍କ ବାପାଙ୍କ ନାଁରେ ଏତଲା କରାଯାଇଛି । ବୈଦ୍ୟନାଥପୁର ଥାନାରେ ତେଲା ଗଲା ଗଞ୍ଜାମ ପରିବହନ ସ୍କ୍ୱାଡ୍ । କାଲି ଯାଞ୍ଚ ବେଳେ ୮ ନାବାଳକ ଚାଳକ ଧରାପଡିଥିଲେ ।









