20.1 C
Bhubaneswar
Wednesday, December 17, 2025
Homeଓଡିଶାକଂଗ୍ରେସ ଆଣିବ ସ୍ୱାଧୀକାର ଭଙ୍ଗ ନୋଟିସ : ତାରା

କଂଗ୍ରେସ ଆଣିବ ସ୍ୱାଧୀକାର ଭଙ୍ଗ ନୋଟିସ : ତାରା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନାମରେ କଂଗ୍ରେସ  ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବିଧାନସଭା ବାହାରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣାକୁ ବିରୋଧ କରି ଦଳ ମୁଖ୍ୟମନ୍ତ୍ରୀଙ୍କ ନାମରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking