20.1 C
Bhubaneswar
Thursday, February 12, 2026
Homeଓଡିଶା୯ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

୯ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କୋରାପୁଟ:  ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁ କମ୍ଭୁଗଣ୍ଡା ପଞ୍ଚାୟତର ଘଟଣା ଘଟିଛି । ଲୋକଲଜ୍ଜା କାରଣରୁ ପରିବାର ଝିଅକୁ ଅନ୍ୟତ୍ର ଛାଡିଦେଇଥିବା ସୂଚନା ମିଳିଛି । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking