28.1 C
Bhubaneswar
Saturday, March 28, 2026
Homeଓଡିଶାସୁଭଦ୍ରାରେ ଆବେଦନ କଲେଣି ୯୨ ଲକ୍ଷ

ସୁଭଦ୍ରାରେ ଆବେଦନ କଲେଣି ୯୨ ଲକ୍ଷ

ଭୁବନେଶ୍ୱର : ସୁଭଦ୍ରା ପାଇଁ ଆବେଦନ କଲେଣି ୯୨ ଲକ୍ଷ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭତୀ ପରିଡାଙ୍କ ସୂଚନା । ସପ୍ତାହକ ଭିତରେ ୧ କୋଟି ଆବେଦନ ସମ୍ଭାବନା । ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି । ଯେଉଁମାନେ ଆବେଦନ କରିଛନ୍ତି ସମସ୍ତଙ୍କ ଯାଞ୍ଚ ହେବ । ସମସ୍ତେ ସୁଭଦ୍ରା ଯୋଜନାରେ ସହାୟତା ପାଇବେ । ୨୫ ଲକ୍ଷ ୧୧ ହଜାର ଜଣଙ୍କୁ ଦିଆଯାଇଛି ସୁଭଦ୍ରା ଟଙ୍କା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking