26.1 C
Bhubaneswar
Friday, March 6, 2026
Homeଓଡିଶା୯୦% ମ୍ୟାପିଂ ସରିଛି: ସିଇଓ

୯୦% ମ୍ୟାପିଂ ସରିଛି: ସିଇଓ

ଭୁବନେଶ୍ୱର: ରାଜ୍ୟରେ ଏସଆଇଆରକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସଗୋପାଳନ ସୂଚନା ଦେଇ କହିଛନ୍ତି, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୫ ଭୋଟର ତାଲିକାରେ ଅଛନ୍ତି, ୨୦୦୨ରେ ବି ଥିଲେ ବିଏଲଓଙ୍କୁ ଜଣାଇବେ । ୨୦୦୨ରେ କେଉଁ ନିର୍ବାଚନମଣ୍ଡଳୀରେ ଥିଲେ ବିଏଲଓଙ୍କୁ ଜଣାଇବେ । ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ । ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦% ଟ୍ରେସିଂ କରିପାରୁଛି । ୨୦୨୫ ତାଲିକାରେ ଥିବା ୯୦ % ୨୦୦୨ ତାଲିକାରେ ବି ଅଛନ୍ତି । ଆଉ ୧୦ ପ୍ରତିଶତ ଆମ ପାଇଁ କଷ୍ଟକର , ସହରାଞ୍ଚଳ ପାଇଁ ସମସ୍ୟା, ଯଦି ୨୦୦୨ରେ ଆପଣଙ୍କ ନାଁ ନଥିଲା, ଆପଣଙ୍କ ବାପାମାଆଙ୍କୁ ଖୋଜାଯିବ । ୯୫% ମ୍ୟାପିଂ ଆମର ଲକ୍ଷ୍ୟ, ଏଭଳି ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking