20.1 C
Bhubaneswar
Saturday, December 6, 2025
Homeଓଡିଶା୯ ନକ୍ସଲ କଲେ ଆତ୍ମସମର୍ପଣ

୯ ନକ୍ସଲ କଲେ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଗୁରାଲା ବିଜୟ କୁମାର ଏବଂ ସୋଡି ବାଲା କ୍ରିଷ୍ଣା ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନା ସମେତ ଛତିଶଗଡ,ଓଡିଶା ଏବଂ ଆନ୍ଧ୍ରରେ ମାଓ ସଂଗଠନରେ କାମ କରୁଥିଲେ। ସୁକମା ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ୭ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking