ଭୁବନେଶ୍ୱର : ଇକେୱାଇସି ନେଇ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି । କହିଛନ୍ତି ୮୮ ପ୍ରତିଶତ ଲୋକ ଇ – କେୱାଇସି କରିଛନ୍ତି ା ରାଜ୍ୟରେ ଅଛନ୍ତି ୪୦ ଲକ୍ଷରୁ ଅଧିକ ଅଯୋଗ୍ୟ ଓ ଭୂତ ହିତାଧିକାରୀ । ୪ ଦିନରେ ସରିବ ଇ- କେୱାଇସି ଯାଞ୍ଚ କରାଯିବ । ୪୦ ଲକ୍ଷରୁ ଅଧିକ ଇ- କେୱାଇସି ଅପଡେଟ କରିନାହାଁନ୍ତି । ମୋଟ ୩ କୋଟି ୩୫ ଲକ୍ଷ ୫୭୦ ରୁ ୨,୯୫, ୮୯ , ୯୧୨ ଇ – କେୱାଇସି କରିଛନ୍ତି ।