ଭୁବନେଶ୍ୱର: ଅଭିଯୋଗ ଶୁଣାଣିରେ ଏବେ ସୁଦ୍ଧା ୮୫% ସମସ୍ୟା ସମାଧାନ । ୧୧ ତମ ଶୁଣାଣିରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ୧ ହଜାର ଲୋକଙ୍କ ଅଭିଯୋଗ ଶୁଣାଣି ଚାଲିଛି । ଆଜି ୬ ଜଣଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦିଆଗଲା । ରିହାବିଟେସନରେ ଚାକିରି ଆବେଦନ କରିଛନ୍ତି । ଏବେ ସୁଦ୍ଧା ୮୫% ସମସ୍ୟା ସମାଧାନ ହୋଇଛି ।