19.1 C
Bhubaneswar
Friday, December 12, 2025
Homeଓଡିଶା୮୪ % ଅଭିଯୋଗର ସଫଳ ସମାଧାନ : ମୁଖ୍ୟମନ୍ତ୍ରୀ

୮୪ % ଅଭିଯୋଗର ସଫଳ ସମାଧାନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲୋକଙ୍କ ଅଭିଯୋଗ ଶୁଣିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅଭିଯୋଗ ଶୁଣିବା ପରେ ମୁଖ୍ୟମନ୍ତ୍ରୀ  ପ୍ରତିକ୍ରିୟା ରଖିଛନ୍ତି ।  କହିଛନ୍ତି ୮ ହଜାର ୭୩୭ ଟି ଅଭିଯୋଗ ପଞ୍ଜିକରଣ ହୋଇଛି ।  ୭ ହଜାର ୩୩ଟି ଅଭିଯୋଗ ସମାଧାନ ହୋଇଛି । ୮୪ % ଅଭିଯୋଗର ସଫଳ ସମାଧାନ ହୋଇଛି ।  ବାକି ଅଭିଯୋଗର ସମାଧାନ ପ୍ରକ୍ରିୟାରେ ରହିଛି । ଆଜି ୪ ଜଣଙ୍କୁ ତତ୍କାଳ ଆର୍ଥିକ ସହାୟତା ଦିଆଯାଇଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking