25.1 C
Bhubaneswar
Saturday, February 7, 2026
Homeଓଡିଶାକାର୍ଡ ଫେରାଇଲେ ୮୦ ହଜାର ଅଯୋଗ୍ୟ ହିତାଧିକାରୀ

କାର୍ଡ ଫେରାଇଲେ ୮୦ ହଜାର ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ରାସନ କାର୍ଡ । ଏବେ ବି କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ । ସାଢେ ୪ ହଜାର ସରକାର କର୍ମଚାରୀ କାର୍ଡ ଫେରାଉଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ କଟାଯାଇଛି । ନିଜଆଡୁ କାର୍ଡ ଫେରାଇବାକୁ ପୁଣିଥରେ ଅପିଲ କଲେ ଯୋଗାଣ ମନ୍ତ୍ରୀ । ଗ୍ରାମୀଣ ଅଞ୍ଚଳରେ ମସିକ ୧୦ହଜାର ଆୟ ଥିଲେ କାର୍ଡ ଫେରାନ୍ତୁ । ସହରାଞ୍ଚଳରେ ମାସିକ ୧୫ ହଜାର ଆୟ ଥିଲେ କାର୍ଡ ଫେରାନ୍ତୁ । ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେନି । କାର୍ଡ ଫେରାଇବା ପରେ ପୁଣି ଯାଞ୍ଚ ହେବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking