16.1 C
Bhubaneswar
Tuesday, December 9, 2025
Homeଓଡିଶାନିର୍ମାଣ ହେବ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ: ମନ୍ତ୍ରୀ

ନିର୍ମାଣ ହେବ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ: ମନ୍ତ୍ରୀ

ଭୁବନେଶ୍ୱର: ପ୍ରାୟ ୮ ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଦିଲ୍ଲୀ ଗସ୍ତ ବେଳେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି । ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳରେ ସ୍କୁଲ ନିକଟରେ ନିର୍ମାଣ ହେବ । ବାତ୍ୟା ଆଶ୍ରୟସ୍ଥଳୀ ବହୁମୁଖୀ ହେବ କହିଛନ୍ତି ସୁରେଶ ପୂଜାରୀ । ବିପର୍ଯ୍ୟୟ ବେଳେ ନେବେ, ଅନ୍ୟ ସମୟରେ ସାମାଜିକ କାର୍ଯ୍ୟରେ ବ୍ୟବହାର ହେବ । ଯାହାଫଳରେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକ ଅବହେଳିତ ଅବସ୍ଥାରେ ରହିବନି । ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ଅଣ୍ଡରଗ୍ରାଉଣ୍ଡ କରିବାକୁ ଆଲୋଚନା ହୋଇଛି । ଏଥିପାଇଁ ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବ ସାଢେ ୭ ହଜାର କୋଟି ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking