19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶ୮ ମାଓବାଦୀ ନିପାତ

୮ ମାଓବାଦୀ ନିପାତ

ଛତିଶଗଡ: ଛତିଶଗଡରେ ପୁଣି ବଡଧରଣର ଏନକାଉଣ୍ଟର ହୋଇଛି । ଯବାନଙ୍କ ଗୁଳିରେ ୮ ମାଓବାଦୀ ନିପାତ ହୋଇଛନ୍ତି । ବାଜାପୁର ଗାଙ୍ଗଲୁର ଥାନା ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ବିପୁଳ ମାରଣାସ୍ତ୍ର ଜବତ ହେବା ସହ ଯବାନଙ୍କ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking