18.1 C
Bhubaneswar
Friday, December 26, 2025
Homeଓଡିଶାଅବକାରୀ ବିଭାଗର ୮ କର୍ମଚାରୀ ବହିଷ୍କୃତ

ଅବକାରୀ ବିଭାଗର ୮ କର୍ମଚାରୀ ବହିଷ୍କୃତ

ଭୁବନେଶ୍ବର : ଅବକାରୀ ବିଭଗର ୮ କର୍ମଚାରୀ ବହିଷ୍କୃତ। ୩ ଜଣଏଏସଆଇ ଓ ୫ ଜଣ କନେଷ୍ଟବଳ ଚାକିରିରୁ ବହିଷ୍କୃତ ହୋଇଛ୍ତି। ଚାକିରୀରୁ ବହିଷ୍କୃତ କଲେ ଅବକାରୀ କମିଶନର ନରସିଂହ ଭୋଳ। ବହିଷ୍କୃତଙ୍କ ମଧ୍ୟରେ କନେଷ୍ଟବଳ ଦୀପକ ପାଣିଗ୍ରାହୀ , ତ୍ରିଲୋଚନ ରାଇଚେତି, ଆର ଭେଙ୍କଟେସ କୁମାର, ତ୍ରିନାଥ ଶବର, ରାଜୀବ ଭଞ୍ଜ ରହିଛନ୍ତି। ସେହିପରି ଏଏସଆଇ ସୁଦୀପ୍ତ କୁମାର ଦାଶ ନିରଂଜନ ଖଟୁଆ, ଓୈରପଲକ ଦାସ ବହିଷ୍କୃତ ହୋଇଛନ୍ତି। ରାଜୀବଙ୍କ ବିରୋଧରେ ଗତ ମାର୍ଚ୍ଚ ୨୦ ତାରିଖରେ ଏକ ମାମଲର ରିପୋର୍ଟ ପ୍ରଦାନ କରିଥିଲେ ଅବକାରୀ ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟ। ରାଜୀବଙ୍କ ନାଁରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା ।ରାଜୀବଙ୍କର ବାଲେଶ୍ବରରୁ କନ୍ଧମାଳକୁ ବଦଳି କରିଦିଆଯାଇଥିଲା। ରାଜୀବ ଦୀର୍ଘଦିନ ଧରି ନିଜ କାର୍ଯ୍ୟରେ ଯୋଗ ଦେଇନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking