17.1 C
Bhubaneswar
Tuesday, December 9, 2025
Homeଓଡିଶା୩ଟି ଜିଲ୍ଲାର ୮ଟି ବ୍ଲକ ବନ୍ୟା ପ୍ରଭାବିତ: ମୁଖ୍ୟମନ୍ତ୍ରୀ

୩ଟି ଜିଲ୍ଲାର ୮ଟି ବ୍ଲକ ବନ୍ୟା ପ୍ରଭାବିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରବାବିତ ହୋଇଛି । କେନ୍ଦୁଝର ଜିଲ୍ଲା  ସେପରି ଭାବେ ପ୍ରଭାବିତ ହୋଇନାହିଁ । ମୋଟ ୮୧ଟି ଗାଁ, ୩୦ ହଜାର ଲୋକେ କ୍ଷତି ସହିଛନ୍ତି । ବନ୍ୟାସ୍ଥିତି ସମ୍ପୁଣ୍ଣ ନିୟନ୍ତ୍ରଣ ଭିତରେ ରହିଛି । ୧୦ ହଜାର ଲୋକଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।  ଯେଉଁସବୁ ସ୍ଥାନରେ ଲୋକଙ୍କ ଘରେ କ୍ଷତି ହୋଇଛି କ୍ଷତିପୂରଣ ଦିଆଯିବ । ଜିରୋ କାଜୁଆଲିଟିକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପ୍ରଭାବିତ ଜାଗାଗୁଡିକୁ ପରିଦର୍ଶନ କରିଥିଲେ । ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking