ଭୁବନେଶ୍ୱର : ଡିଜି – ଆଇଜି ସମ୍ମିଳନୀର ସୁରକ୍ଷା ନେଇ ପୋଲିସ କମିଶନରଙ୍କ ସୂଚନା ରହିଛି । ୭୦ ପ୍ଲାଟୁନରୁ ଉଦ୍ଧ୍ୱ ଫୋର୍ସ ମୁତୟନ ରହିବେ କହିଲେ ସିପି । ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ରହିବେ । ସୁରକ୍ଷା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭାରତ ବିରୋଧୀତ୍ତତତ୍ୱକୁ କାଉଣ୍ଟର କରିବାକୁ ପ୍ରସ୍ତୁତ କରାଯାଇଛି ।