17.1 C
Bhubaneswar
Tuesday, February 10, 2026
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ସଫା

ନୂଆଦିଲ୍ଲୀ: ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୭ ମାଓବାଦୀ । ମୁଲୁଗ ଜିଲ୍ଲା ଏଟୁରୁନଗରମରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ପୋଲିସକୁ ବଡ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏନେଇ ମୁଲୁଗୁ ଜିଲ୍ଲାର ପୋଲିସ ସୁପରିଟେଣ୍ଡେଣ୍ଟ ଡ.ସବରିସ ସୂଚନା ଦେଇଛନ୍ତି । ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ମାଓବାଦୀକୁ ଟାଳିବାରେ ସଫଳ ହୋଇପାରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking