34.1 C
Bhubaneswar
Thursday, March 26, 2026
Homeଓଡିଶା୭ଟି ଜାଗା : ଭିସୁଟ ଛାତ୍ରଙ୍କୁ ମନା

୭ଟି ଜାଗା : ଭିସୁଟ ଛାତ୍ରଙ୍କୁ ମନା

ସମ୍ବଲପୁର : ଭିସୁଟ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ । ୭ଟି ଜାଗା ଉପରେ  ଲାଗିଲା କଟକଣା । ଏହି କଟକଣା ଲଗାଇଲେ ଭିସୁଟ କର୍ତ୍ତୁପକ୍ଷ । ପାୱାର କେନାଲ , ମହାନଦୀ , ସାଇଫନ ଯିବାକୁ ବାରଣ କରାଯାଇଛି । ୧୮ ହଜାର , ରାଇଟ ଡାଇକ , ଝାଙ୍କରାଣୀ ମନ୍ଦିର , ଫିସରି ପଏଣ୍ଟକୁ ଯିବା ଉପରେ ବି କଟକଣା ଲଗାଯାଇଛି । କୌଣସି ସମୟରେ ନ ଯିବାକୁ ନୋଟିସ ଜାରି କରିଛି କର୍ତ୍ତୁପକ୍ଷ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking