ଭୁବନେଶ୍ୱର: ଖୁବଶୀଘ୍ର ନୂଆ ଏନଏସି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ବର୍ଷ ପୂର୍ତ୍ତି ଅବସରରେ ନୂଆ ଏନଏସି ଘୋଷଣା କରିପାରନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ୭ଟି ନୂଆ ଏନଏସି ଘୋଷଣା ନେଇ ଚର୍ଚ୍ଚା । ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପଞ୍ଚାୟତ ବିଭାଗକୁ ତର୍ଜମା ପାଇଁ ପଠାଯାିଛି କହିଲେ ମନ୍ତ୍ରୀ ।