21.1 C
Bhubaneswar
Thursday, February 5, 2026
Homeଓଡିଶାମାଙ୍କଡ ଆକ୍ରମଣରେ ୭ ଆହତ

ମାଙ୍କଡ ଆକ୍ରମଣରେ ୭ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ାରେ ମାଙ୍କଡ଼ ଆତଙ୍କ । ଘରେ ଘରେ ପଶି ଲୋକଙ୍କୁ ଆକ୍ରମଣ କରୁଛନ୍ତି ମାଙ୍କଡ଼ ପଲ । କାମୁଡ଼ାରେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି। ରବିବାରଠାରୁ ମାଙ୍କଡ଼ଙ୍କ ଦ୍ରୌରାତ୍ମ୍ୟ ଦେଖିବାକୁ ମିଳିଛି ।ଗତକାଲି ସନ୍ଧ୍ୟାରେ ହାଟିଙ୍ଗରେ ମାଙ୍କଡ଼ଟି ପାଞ୍ଚ ଜଣଙ୍କୁ କାମୁଡ଼ି ଆହତ କରିଥିବା ବେଳେ ଆଜି ସକାଳୁ ସକାଳୁ ଦୁଇଜଣଙ୍କୁ କାମୁଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ମାଙ୍କଡ଼କୁ ଧରି ଜଙ୍ଗଲରେ ଛାଡ଼ିବାକୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking