31.1 C
Bhubaneswar
Sunday, July 13, 2025
Homeଓଡିଶାମହୁମାଛି ଆକ୍ରମଣରେ ୭ ଆହତ

ମହୁମାଛି ଆକ୍ରମଣରେ ୭ ଆହତ

ମୋହନା: ମହୁମାଛି ଆକ୍ରମଣରେ ୭ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ । ମୋହନା ବ୍ଲକ ଚନ୍ଦ୍ରଗିରି ସ୍ଥିତ ଶିବ ମନ୍ଦିର ପରିସରରେ ଆକ୍ରମଣ । ପୂଜା କରୁଥିବା ବେଳେ ଶ୍ରଦ୍ଧାଳୁଙ୍କୁ ମହୁମାଛି ଆକ୍ରମଣ କଲେ । ସମସ୍ତ ଆହତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking