21.1 C
Bhubaneswar
Saturday, December 6, 2025
Homeଓଡିଶା୭ ଘଣ୍ଟିଆ ଖଇରା ବନ୍ଦ ପାଳନ

୭ ଘଣ୍ଟିଆ ଖଇରା ବନ୍ଦ ପାଳନ

ବାଲେଶ୍ୱର: ୭ ଘଣ୍ଟିଆ ଖଇରା ସହର ବନ୍ଦ ପାଳନ । ଖଇରା ସ୍ୱାଭିମାନ ମଞ୍ଚ ପକ୍ଷରୁ ସହର ବନ୍ଦ ପାଳନ କରାଯାଇଛି । ଏନଏସି ଘୋଷଣାରୁ ଖଇରା ବାଦ ପଡିବାରୁ ପ୍ରତିବାଦ କରିଛନ୍ତି । ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ବନ୍ଦ ପାଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking