32.1 C
Bhubaneswar
Thursday, March 12, 2026
Homeଓଡିଶା୭ ଡିଗ୍ରୀରେ ଥରିଲା ଫୁଲବାଣୀ

୭ ଡିଗ୍ରୀରେ ଥରିଲା ଫୁଲବାଣୀ

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଅନୁଭୂତ ହୋଉଛି । ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ୭ ଡିଗ୍ରୀ ତାପମାତ୍ରା, ରାଉରକେଲା ୭.୨, ଝାରସୁଗୁଡା ୭.୭ ଡିଗ୍ରୀ, ସୋନପୁର ୯ ଡିଗ୍ରୀ ଭବାନୀପାଟଣା ୯.୯ ଡିଗ୍ରୀ, ସୁନ୍ଦରଗଡ ୧୦.୨ ଡିଗ୍ରୀ, କେନ୍ଦୁଝର ୧୦.୬ ଡିଗ୍ରୀ ରହିଛି । ଟ୍ୱିନ୍ ସିଟିରେ ୧୪ ଡିଗ୍ରୀ ତଳକୁ ଖସିଛି ରାତି ତାପମାତ୍ରା । ଭୁବନେଶ୍ୱର ୧୩.୨, କଟକ ୧୩.୫ ଡିଗ୍ରୀ ରେକର୍ଡ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking