14.1 C
Bhubaneswar
Monday, January 12, 2026
Homeଓଡିଶା୭ ସାଇବର ଲୁଟେରା ଗିରଫ

୭ ସାଇବର ଲୁଟେରା ଗିରଫ

କଟକ: କଟକରେ ସାଇବର୍ ଥାନା ପୋଲିସକୁ ବଡ ସଫଳତା । ୭ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ସାଇବର ଥାନା ପୋଲିସ । ଘଟଣାସ୍ଥଳରୁ ହାର୍ଡ ଡିସ୍କ, କମ୍ପ୍ୟୁଟର, ଲାପଟପ୍‌, ମୋବାଇଲ୍‌, ଚେକ୍ ବୁକ୍‌, ସିମ୍ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌, ଦେବଦତ୍ତ ସିଂ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking