15.1 C
Bhubaneswar
Monday, December 22, 2025
Homeଓଡିଶାନିଷିଦ୍ଧାଞ୍ଚଳରେ ମାଛ ଧରି ୭ ଅଟକ

ନିଷିଦ୍ଧାଞ୍ଚଳରେ ମାଛ ଧରି ୭ ଅଟକ

କୋଣାର୍କ: କୋଣାର୍କ ନଦୀ ମୁହାଣ ପାଶ୍ୱବର୍ତ୍ତୀ ନିଷିଦ୍ଧାଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନିଷିଦ୍ଧାଞ୍ଚଳ ଜାଣି ସୁଦ୍ଧା ମତ୍ସ୍ୟଜୀବି ମାନେ କରୁଛନ୍ତି ବେଆଇନ କାମ । ମତ୍ସ୍ୟଜୀବି ମାନଙ୍କର ନାହିଁ ଡର କି ଭୟ। ନିଷିଦ୍ଧାଞ୍ଚଳରେ ମାଛ ଧରି ୭ ମତ୍ସ୍ୟଜୀବି ଅଟକ । ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ପାଶ୍ୱବର୍ତ୍ତୀ ନିଷିଦ୍ଧାଞ୍ଚଳରେ ଧରା ପଡିଲେ। ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ସହ ୭ ଅଟକ। ଅଲିଭ ରିଡ଼ଲେ ପାଇଁ ୧୦ କିମି ପରିଧିରେ ଲାଗିଛି କଟକଣା । ଏହା ସତ୍ୱେ ବି ଚାଲିଛି ବେଆଇନ ମାଛ ଧରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking