28.1 C
Bhubaneswar
Tuesday, March 31, 2026
Homeଓଡିଶାଭୋଟର ତାଲିକାରୁ ବାଦ ପଡିଲେ ୭.୬୮ ଲକ୍ଷ ମତଦାତା

ଭୋଟର ତାଲିକାରୁ ବାଦ ପଡିଲେ ୭.୬୮ ଲକ୍ଷ ମତଦାତା

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ ପଡିଲେ ୭ ଲକ୍ଷ ୬୮ ହଜାର ମତଦାତା । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ଗତ ବର୍ଷ ଜାନୁଆରୀ ୬ରୁ ଚଳିତ ବର୍ଷ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ତଥ୍ୟ ରଖିଲେ । ମୃତ୍ୟୁ ଜନିତ କାରଣରୁ ୨ ଲକ୍ଷ ୩ ହଜାର ୩୯୬ ଭୋଟର ବାଦ ପଡିଛନ୍ତି । ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୮ ହଜାର ୧୩୨ ଭୋଟର ବାଦ ପଡିଛନ୍ତି । ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୨୪୬ ଭୋଟର ବାଦ ପଡିଛନ୍ତି । ନୂତନ ସଂଯୋଗ ପାଇଁ ମୋଟ ୫,୬୭, ୦୩୪ ଜଣ ଆବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking