24.1 C
Bhubaneswar
Friday, February 6, 2026
Homeଓଡିଶାଚଳିତ ବର୍ଷ ଲାଗିବ ୭.୫ କୋଟି ଗଛ: ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ଲାଗିବ ୭.୫ କୋଟି ଗଛ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଲାଗିବ ୭.୫ କୋଟି ଗଛ  । ବିଶ୍ୱ ପରିବେଶ ଦିବସରେ   ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଓଡିଶାରେ ୫୬୦ ବର୍ଗ କିଲୋମିଟର ଜଙ୍ଗଲ  ଅଞ୍ଚଳ ବୃଦ୍ଧି ହୋଇଛି । ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ୱାଧିକ କହିଛନ୍ତି ମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking