29.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶ୪୮ ଘଣ୍ଟାରେ ୬ ଆତଙ୍କୀ ସଫା: ସେନା

୪୮ ଘଣ୍ଟାରେ ୬ ଆତଙ୍କୀ ସଫା: ସେନା

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଜଣେ ଜଣେ ପରେ ଜଣେ ଆତଙ୍କୀ କୁ ନିପାତ କରୁଛନ୍ତି ସୁରକ୍ଷା କର୍ମୀ । ୪୮ ଘଣ୍ଟାରେ ୬ ଆତଙ୍କୀ ସଫା । ସେନା ଓ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଜମ୍ମୁ- କାଶଶ୍ମୀରରୁ ନିପାତ ହେବେ ଆତଙ୍କୀ । ୪୮ ଘଣ୍ଟାରେ ୬ ଆତଙ୍କୀ ନିପାତ ହୋଇଛନ୍ତି । ୨ଟି ଅପରେସନରେ ୬ ଆତଙ୍କୀ ସଫା ହୋଇଛନ୍ତି । ସୋପିଆନ ଓ ତ୍ରାଳ ଅଞ୍ଚଳରେ ଏନକାଉଣ୍ଟର ଘଟିଛି । ଆତଙ୍କୀକୁ ଖୋଜି ଖୋଜି ନିପାତ କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking