25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଏନକାଉଣ୍ଟରରେ ୬ ମାଓବାଦୀ ନିହତ

ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ- ଓଡିଶା ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ବଡ ଧରଣର ଏନକାଉଣ୍ଟର । ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ଆଲୁରୀ ସୀତାରାମରାଜୁ ଜିଲ୍ଲା ମେରେଡୁମୁଲିଜଙ୍ଗଲରେ ଏନକାଉଣ୍ଟର ହୋଇଛି । ମୃତକଙ୍କ ମଧ୍ୟରେ ବଡବଡ କ୍ୟାଡର ଥିବା ସୂଚନା ମିଳିଛି । ବଡ ଧରଣର କମ୍ବିଂ ଅପରେସନ ଚାଲିଥିବା ନେଇ ଆନ୍ଧ୍ର ଡିଜିପି ସୂଚନା ଦେଇଛନ୍ତି । ଏବେବି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ମାଲକାନଗିରି ସୀମାରେ ପୁଣି ଏନକାଉଣ୍ଟର: ଜଣେ ମାଓବାଦୀ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking