27.1 C
Bhubaneswar
Saturday, December 6, 2025
Homeଓଡିଶା୬ ବାହାର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି

୬ ବାହାର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ଜମି

ଭୁବନେଶ୍ୱର: ରାଜ୍ୟ ବାହାରେ ୬ଟି ପ୍ରଦେଶରେ ଅଛି  ଶ୍ରୀଜଗନ୍ନାଥଙ୍କ ଜମି । ବିଧାୟକ ସୁଦର୍ଶନ ହରିପାଲଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟ ବାହାରେ ୩୯୫.୨୫୧ ଏକ ପରିମିତ ଜମି ଚିହ୍ନଟ କରାଯାଇଛି । ଓଡିଶାର ୨୪ ଜିଲ୍ଲାରେ ୬୦, ୪୨୬, ୯୪୩ ଏକର ଜମି ଅଛି । ବେଆଇନ ଅବରୋଧ ଜମିକୁ ତଦନ୍ତ କରାଯାଇ ଚିହ୍ନଟ କରାଯାଇଛି । ୯୭୪ଟି ବେଆଇନ ଅବରୋଧ  ମକଦ୍ଦମା ଦାୟର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking