ଭୁବନେଶ୍ୱର : ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଛନ୍ତି ୪୦, ୯୨୭ । ବିଧବା ଭତ୍ତା ପାଇଁ ଆବେଦନ କରିଛନ୍ତି ୬୧, ୫୭୯ । ବାର୍ଧକ୍ୟ ଭତ୍ତା ଫଆଇଁ ୪, ୬୪, ୮୪୯ ଜଣ ଆବେଦନ କରିଛନ୍ତି । କୁଷ୍ଠରୋଗୀ ଭତ୍ତା ପାଇଁ ୨୬୯ ଆବେଦନ କରିଛନ୍ତି । ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି ।