21.1 C
Bhubaneswar
Sunday, December 7, 2025
Homeଓଡିଶାଗୁଣପୁରରରେ ୬ କ୍ଲିନିକ ସିଲ

ଗୁଣପୁରରରେ ୬ କ୍ଲିନିକ ସିଲ

ରାୟଗଡା: ଗୁଣପୁର ସହରରେ ୬ଟି ବେଆଇନ କ୍ଲିନିକ ସିଲ କଲା ଜିଲ୍ଲା ପ୍ରଶାସନ । ବିନା ପଞ୍ଜୀକରଣ ସାର୍ଟିଫିକେଟରେ କ୍ଲିନିକ ଚାଲୁଥିବା  ଅଭିଯୋଗ ପରେ ସିଲ ହୋଇଛି ।  ଅଭିଯୋଗ  ପରେ  କାଲି ଉପଜିଲ୍ଲାପାଳଙ୍କ ଦ୍ୱାରା କ୍ଲିନିକରେ  ରେଡ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking