32.1 C
Bhubaneswar
Saturday, March 14, 2026
Homeଓଡିଶାନିଆଁ ଲାଗି ଜଳିଗଲା ୬ ଏକର ଅମଳ ଧାନ

ନିଆଁ ଲାଗି ଜଳିଗଲା ୬ ଏକର ଅମଳ ଧାନ

ଗଞ୍ଜାମ: ନିଆଁ ଲାଗି ଜଳିଯାଇଛି ୪ ଚାଷୀଙ୍କ ୬ ଏକର ଜମିର ଧାନ । କିଛି ଦିନରେ ମଣ୍ଡିରେ କରିଥାନ୍ତେ ବିକ୍ରି । ବର୍ଷକର ପରିଶ୍ରମ ପୋଡ଼ିଯିବାରୁ ଚିନ୍ତାରେ ଭାଙ୍ଗିପଡିଛନ୍ତି ୪ ଚାଷୀ । ଏଭଳି ଘଟଣା ଘଟିଛି ଗଞ୍ଜାମ ଆସ୍କା ଧରାକୋଟ ବ୍ଳକ କୁଶରାଵ ଗାଁରେ । ବିଳମ୍ବିତ ରାତିରେ ଜଳିଯାଇଛି ୪ ଚାଷୀଙ୍କ ୬ ଏକକ ଜମିର ଧାନ। କେହି ଦୁର୍ବୃତ ନିଆଁ ଲଗାଇ ଦେବାରୁ ମୋଟ୍ ୫ଟି ଗଦାର ଧାନ ପୋଡି ପାଉଁଶ ହୋଇ ଯାଇଛି। ଘଟଣାସ୍ଥଳରେ ଧରାକୋଟ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସବୁ ଧାନ ପୋଡ଼ି ପାଉଁଶ ହୋଇ ଯାଇଛି। ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking