26.1 C
Bhubaneswar
Friday, March 6, 2026
Homeଦେଶ ବିଦେଶବିସମାର୍କ ସାଗରରେ ୬.୧ ତୀବ୍ରତାର ଭୂମିକମ୍ପ

ବିସମାର୍କ ସାଗରରେ ୬.୧ ତୀବ୍ରତାର ଭୂମିକମ୍ପ

ବିସମାର୍କ: ବିସମାର୍କ ସାଗରରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ହୋଇଥିଲା, ଯାହା ଫଳରେ ଏହା ପରବର୍ତ୍ତୀ ଝଟକାର ସମ୍ମୁଖୀନ ହୋଇପାରେ। ଏହି ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା କ୍ଷକଟିର ରିପୋର୍ଟ ହୋଇନାହିଁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking