21.1 C
Bhubaneswar
Tuesday, February 3, 2026
Homeଓଡିଶା୫୬ ଅଯୋଗ୍ୟଙ୍କୁ ମିଳିଥିଲା ଅନ୍ତଦ୍ୟୋୟ ଘର

୫୬ ଅଯୋଗ୍ୟଙ୍କୁ ମିଳିଥିଲା ଅନ୍ତଦ୍ୟୋୟ ଘର

ଭୁବନେଶ୍ୱର: ୫୬ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଥିଲା ଅନ୍ତଦ୍ୟୋୟ ଘର ।ବିଧାନସଭାରେ  ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ   ଉତ୍ତର ରଖିଛନ୍ତି ।  କହିଛନ୍ତି, ୫୬ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ବି ଯାଇଥିଲା କିସ୍ତି ଟଙ୍କା । ପ୍ରଥମେ ସାମିଲ ପରେ ପୁନଃ ତଦନ୍ତ କରି ବାଦ ଦେଇଛନ୍ତି ସରକାର । ସେମାନଙ୍କ ପାଖକୁ ଯାଇଥିବା ସମସ୍ତ ଅର୍ଥ ଫେରସ୍ତ ଆଣିଛନ୍ତି ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking