ଭୁବନେଶ୍ୱର : ପୁଞ୍ଜି ନିବେଶ ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୪ ଏମଓୟୁ ସ୍ୱାକ୍ଷର ସରିଛି । ଆଦାନୀ ଗ୍ରୁପ ସବୁଠୁ ଅଧିକ ନିବେଶ କରିଛି । ଦୁଇ ଦିନ ଭିତରେ ଏମଓୟୁ ମଧ୍ୟ ହେବ । ଜେଏସଡବ୍ଲ୍ୟୁ ଓ ପୋସ୍କୋ କରିବେ ଷ୍ଟିଲ ପ୍ଲାଣ୍ଟ । ଉଭୟ ୩୫ ହଜାର କୋଟିର ପୁଞ୍ଜିନିବେଶ କରିବେ ।