25.1 C
Bhubaneswar
Saturday, March 21, 2026
Homeଓଡିଶା୫ ଟି ଟିପରକୁ ୫୨ ହଜାର ଜୋରିମାନା

୫ ଟି ଟିପରକୁ ୫୨ ହଜାର ଜୋରିମାନା

କୋରାପୁଟ: କଞ୍ଚାମାଲ ବୋଝେଇ ୫ଟି ଟିପର ଜବତ ହୋଇଛି । କଞ୍ଚାମାଲକୁ  ନଘୋଡାଇ ପରିବହନ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୫ ଟି ଟିପରକୁ ଜବତ କଲା କୋରାପୁଟ ଖଣି ବିଭାଗ । ଜବତ ୫ ଟି ଟିପରକୁ ୫୨ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ । ଅସୁରକ୍ଷିତ ଢଙ୍ଗରେ ମାଲ ପରିବହନ ଅଭିଯୋଗରେ ଫାଇନ୍ କାଟିଲେ ସଡକ ପରିବହନ ଅଧିକାରୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking