27.1 C
Bhubaneswar
Friday, June 13, 2025
Homeଓଡିଶାଶୀତଳ ଷଷ୍ଠୀ ପାଇଁ ୫୦ ଲକ୍ଷ ଅନୁଦାନ

ଶୀତଳ ଷଷ୍ଠୀ ପାଇଁ ୫୦ ଲକ୍ଷ ଅନୁଦାନ

ଭୁବନେଶ୍ୱର: ୫୦ ଲକ୍ଷର ଆର୍ଥିକ  ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୀତଳ ଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ ଓ ପ୍ରଚାର ପ୍ରସାର ପାଇଁ  ଅନୁଦାନ  କରାଯାଇଛି । ସୂଚନାଥାଉକି, ଚଳିତ ବର୍ଷ  ମନ୍ଦିର ପ୍ରଶାସନର ନିଶ୍ପତ୍ତି ଅନୁଯାୟୀ  ଭୁବନେଶ୍ୱରର ଲିଙ୍ଗରାଜରେ ଧୁମଧାମରେ  ପାଳନ ହେବ  ଶୀତଳଷଷ୍ଠୀ ।  ମେ ୩୦ରେ ବିବାହ । ମେ ୩୧  ଶନିବାରରେ   ଶୀତଳଷଷ୍ଠୀ  କମିଟିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରାତି  ୯ଟାରୁ  ଶୀତଳଷଷ୍ଠୀ  ଯାତ୍ରା ଆରମ୍ଭ  ହେବ ।    ଚଳିତବର୍ଷ ଶୀତଳଷଷ୍ଠୀ ପ୍ରସ୍ତୁତି  ଜେରସୋର କରାଯାଇଛି ।   ସେଠାରେ ୪୦ ପ୍ରକାର  ନୃତ୍ୟ ପରିବେଶଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking