28.1 C
Bhubaneswar
Friday, June 28, 2024
Homeଓଡିଶାକାଳିମାଡ କରି ୫ ବହିଷ୍କୃତ

କାଳିମାଡ କରି ୫ ବହିଷ୍କୃତ

ଭୁବନେଶ୍ୱର : ଦଳର ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ  ୫ଜଣ କର୍ମକର୍ତ୍ତାମାନଙ୍କୁ ୬ ବର୍ଷଲାଗି ଦଳରୁ ବହିଷ୍କାର । ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟଙ୍କୁ କାଳିମାଡ ଘଟଣାରେ ୫ଜଣ କଂଗ୍ରେସ କର୍ମୀଙ୍କୁ ବିଦା କରାଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ଦିନ ପିସିସି ସଭାପତି ଶରତ ପଟ୍ଟନାୟଙ୍କ ଚାମ୍ବରେ ହଠାତ ୫ଜଣ କର୍ମୀ ପଶିଯାଇ କାଳିମାଡ କରିଥିଲେ । ଏହି ଘଟଣାଟି ସମସ୍ତ କଂଗ୍ରେସ କର୍ମୀ କୁଠାରଘାତ କରିଥିଲା । ସେଥିଲାଗି ଶୃଙ୍ଖଳା ଭଙ୍ଗ କରିବାରୁ ସେହି ୫ଜଣ କଂଗ୍ରେସ କର୍ମକର୍ତ୍ତା ମାନଙ୍କୁ ୬ ବର୍ଷ ପାଇଁ ପିସିସି ସଭାପତି ଦଳରୁ ବହିଷ୍କାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking