28.1 C
Bhubaneswar
Thursday, March 12, 2026
Homeଓଡିଶାରିଲିଜ ହେବ ୪୮ ହଜାର କିଲୋଲିଟର କିରୋସିନ୍‌

ରିଲିଜ ହେବ ୪୮ ହଜାର କିଲୋଲିଟର କିରୋସିନ୍‌

ନୂଆଦିଲ୍ଲୀ: ଏଲପିଜି ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୪୮ ହଜାର କିଲୋଲିଟର କିରୋସିନ୍ । ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇଛନ୍ତି । ଏନେଇ ଅର୍ଡର ଜାରି କରାଯାଇଛି, ରାଜ୍ୟକୁ ଦିଆଯିବ କିରୋସିନ । ପ୍ରତି ତ୍ରୈମାସିକରେ ଆମେ ପ୍ରାୟ ୧ ଲକ୍ଷ କିଲୋଲିଟର ଆବଣ୍ଟନ କରିଥାଉ । ଆହୁରି ୪୮ ହଜାର କିଲୋଲିଟର କିରୋସିନ ଆବଣ୍ଟନ ପାଇଁ ଅର୍ଡର ରିଲିଜ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking