21.1 C
Bhubaneswar
Monday, December 8, 2025
Homeଓଡିଶାଭୁବନେଶ୍ୱରରେ ୪୭ ହଜାର ୧୧୬ ବୁଲା କୁକୁର

ଭୁବନେଶ୍ୱରରେ ୪୭ ହଜାର ୧୧୬ ବୁଲା କୁକୁର

ଭୁବନେଶ୍ୱର:  ବିଏମସି ଅଞ୍ଚଳରେ ଅଛନ୍ତି ୪୭,୧୧୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା,  ୧୫, ୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ ରହିଛନ୍ତି । ୪୦୬୮ ଅଣ୍ଡିରା କୁକୁର ଓ ୩୩୩୫ ମାଈ କୁକୁରଙ୍କୁ  ବନ୍ଧ୍ୟାକରଣ କରାଯାଇଛି ।  ଭୁବନେଶ୍ୱର ଜନସଂଖ୍ୟା ତୁଳନାରେ  ବୁଲାକୁକୁରଙ୍କ ସଂଖ୍ୟା ୩.୬୨ ପ୍ରତିଶତ ରହିଛି ।  ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ଗଣନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking