23.1 C
Bhubaneswar
Sunday, February 8, 2026
Homeଓଡିଶାସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମୟୂରଭଞ୍ଜ:ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗ୍ରାମରେ ଘଟଣା । ଗତ ମଙ୍ଗଳବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ। ତେବେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ାବାନ୍ତି ହେବାରୁ ଏକ ଡ଼ାକ୍ତରୀ ଦଳ ଗ୍ରାମକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। ତେଣେ ଗତକାଲି ବିଳମ୍ବିତ ରାତିରେ ୧୨ ଜଣ ଗୁରୁତର ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଗୁରୁତର ହୋଇ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିହୋଇଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking