26.1 C
Bhubaneswar
Wednesday, December 17, 2025
Homeଓଡିଶା୪୨ତମ ବାର୍ଷିକ ମକର ମେଳା ବିଶ୍ଵ ଶାନ୍ତି ଗୀତା ଯଜ୍ଞ ଓ ଭାଗବତ ସପ୍ତାହ

୪୨ତମ ବାର୍ଷିକ ମକର ମେଳା ବିଶ୍ଵ ଶାନ୍ତି ଗୀତା ଯଜ୍ଞ ଓ ଭାଗବତ ସପ୍ତାହ

ଯାଜପୁର : ଯାଜପୁର ଜିଲ୍ଲା ର ପୁରାଣ ପ୍ରସିଦ୍ଧ ମାଳିକା ବର୍ଣ୍ଣିତ ଧବଳ ଗିରି ପାହାଡ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାକୃତିକ ଶୋଭା ମଣ୍ଡିତ ପରିସର ରେ ପିଠା ଧିଶ ନଟ ବାବା ଙ୍କ ବଧକ୍ଷନ ରେ ୪୨ତମ ବିଶ୍ଵ ଶାନ୍ତି ଗୀତା ମହାଯଜ୍ଞ ଓ ଭାଗବତ ସପ୍ତାହ ସାତ ଧରି ଅନୁଷ୍ଠିତ ହୋଯାଇଅଛି ମକର ମେଳା ମଧ୍ୟ୍ୟ ଅନୁଷ୍ଠିତ ହୋଇଛି । ଏହି ମହାଯଜ୍ଞ ରେ ସତ୍ୟ ସୁନ୍ଦର ମହାନ୍ତି କର୍ତ୍ତା ବବିତା ମହାନ୍ତି କର୍ତ୍ତି ଭାବରେ କାର‌୍ୟକ୍ରମକୁ ସମାପନ କରି ଥିଲେ   କଳିକଳୁଷ ସମାନ କୁ ସତ୍ୟ ଓ ଧର୍ମ ପଥ ରେ ଆଣିବା ଭଗବତ ଚିନ୍ତା ଧରା ରେ ଅନୁଗାମୀ କରିବା ପାଇଁ ଯୋଗ ଦେଇ ଥିବା ସାଧୁ ସନ୍ଥ ମନେ ସମାଜ କୁ ପ୍ରେରଣା ଦେଇ ଥିଲେ । ବାବା ଶ୍ରୀ ଅନନ୍ତ ସରସ୍ଵତୀ ମହାରାଜ, ବାବା ବିନୋଦ ବିହାରୀ, ବାବା ରବି ନାରାୟଣ ଦାସ ରାମ ଦାସ, ସୁଦର୍ଶନ ଶତପଥୀ କୃଷ୍ଣ ପ୍ରସାଦ ଗିରି ରମାକାନ୍ତ ଦାସ ବାବା ବଂଶୀ ଧର ଦାସ ଦେବକୀ ମାତା ନନ୍ଦିନୀ ମାତା ଲତିକା ମାତା ପ୍ରମୁଖ ପ୍ରବଚନ ଦେଇଥିଲେ । ବିଶିଷ୍ଟ ଶ୍ରମିକ ନେତା ଵିଦ୍ୟା ଧର ମହାନ୍ତି କେଶବ ଚନ୍ଦ୍ର ମହାନ୍ତି ପ୍ରମୁଖ ବହୁ ପଣ୍ଡିତ ଆଧ୍ୟାତ୍ମିକ ବାଦି ଯୋଗ ଦେଇ ହରି କିତ୍ତନ ଯଜ୍ଞ ଦ୍ୱକ୍ଷ ରା ସମାଜ କୁ ଦିଗ ଦର୍ଶନ ଦେବା ସଙ୍ଗେ ପରିବେଶକୁ କୁ ସୁସ୍ଥ ରଖେ ଶେଷ ରେ ନଟ ବାବା ଏହି ପୌରାଣିକ ପିଠ କୁ ଏକ ପର‌୍ୟ୍ୟଟନ ସ୍ଥଳୀ ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବି କରି ଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking