21.1 C
Bhubaneswar
Saturday, December 6, 2025
Homeଓଡିଶାମୋନ୍ଥା ପାଇଁ ୪୨ ଟ୍ରେନ ବାତିଲ

ମୋନ୍ଥା ପାଇଁ ୪୨ ଟ୍ରେନ ବାତିଲ

ଭୁବନେଶ୍ୱର: ମୋନ୍ଥା ପାଇଁ ୪୨ ଟ୍ରେନ ବାତିଲ କଲା ପୂର୍ବତଟ ରେଲୱେ । ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ବଡ ପଦକ୍ଷେପ ନିଆଯାଇଛି । ୪୨ ଟି ଟ୍ରେନ ବାତିଲ, ୨ଟି  ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ଆଉ ୮ଟି ଟ୍ରେନର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି । ପ୍ରମୁଖ ଟ୍ରେନ ମଧ୍ୟରୁ ଆଜି କୋଣାର୍କ ଏକ୍ସପ୍ରେସ ବାତିଲ କରାଯାଇଛି । ପଲାସା, ଖେର୍ଦ୍ଧା ରୋଡ, ଭୁବନେଶ୍ୱରରେ ହେଲପ ଡେସ୍କ ରହିଛି । ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ରୋଡରେ ହେଲପ ଡେସ୍କ କରାଯାଇଛି । ଦୁଭାଡା ଓ ରାୟଗଡାରେ ବି ଖୋଲିଛି ହେଲ୍ପ ଡେସ୍କ ରହିଛି। ଆସନ୍ତାକାଲି  ବାତ୍ୟା ପାଇଁ ମୋନ୍ଥା ପାଇଁ ଗୋଟିଏ ଟ୍ରେନର ଗତିପଥ  ପରିବର୍ତ୍ତନ କରାଯାଇଥିଲା । ୨ଟି ଟ୍ରେନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରାଯାଇଥିଲା । ୨୭ ଓ ୨୮ ଅକ୍ଟୋବର ପାଇଁ ଟ୍ରେନ ରଦ୍ଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking