33.1 C
Bhubaneswar
Saturday, February 21, 2026
Homeଓଡିଶା୪୦ କେଜି ବ୍ରାଉନସୁଗାର ଜବତ, ୪୮୧ ଗିରଫ

୪୦ କେଜି ବ୍ରାଉନସୁଗାର ଜବତ, ୪୮୧ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗାର ହବ ପାଲଟିଛି ବାଲେଶ୍ୱର, ପୁରୀ, ଭୁବନେଶ୍ୱର ଓ ଜଗତସିଂହପୁର । ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ୨୦୨୫- ୨୬ ଫେବୃଆରୀ ସୁଦ୍ଧା ୪୦ କେଜି ୨୭୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ହୋଇଛନ୍ତି ୪୮୧ ଜଣ ବ୍ରାଉନ ସୁଗାର ବେପାରୀ । ୨୦୨୪-୨୫ରେ ୨୮ କେଜି ୫୭୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ୩୬୧ ଜଣ ଗିରଫ ହୋଇଛନ୍ତି । ୨୦୨୩- ୨୪ରେ ୩୪ କେଜି ୪୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ୪୪୮ ଜଣ ଗିରଫ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking