25.1 C
Bhubaneswar
Tuesday, December 9, 2025
Homeଓଡିଶାପୁରୀରେ ଟିମ ଇଣ୍ଡିଆର ୪ ଖେଳାଳି

ପୁରୀରେ ଟିମ ଇଣ୍ଡିଆର ୪ ଖେଳାଳି

ପୁରୀ: ପୁରୀରେ ଟିମ ଇଣ୍ଡିଆର  ମୁଖ୍ୟ  କୋଚଙ୍କ ସହ  ୪ ଖେଳାଳି । ଟି- ଟ୍ୱେଣ୍ଟି  ମ୍ୟାଚ ପୂର୍ବରୁ ଜଗା ଦର୍ଶନ ପାଇଁ ଯାଇଛନ୍ତି ଖେଳାଳି । କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ। ତିଲକ ବର୍ମା, ୱାଶିଂଟନ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ପୁରୀ ଗସ୍ତରେ ଜଗା ଦର୍ଶନ ପାଇଁ ଯାଇଛନ୍ତି । ଶ୍ରୀମନ୍ଦିରରେ ମହାପପ୍ରଭୁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଆଜି ସଂଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ। ପ୍ରଥମ ଥର ପାଇଁ ରେଡ ମଡ ପିଚ ପ୍ରସ୍ତୁତ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂ ଭଲ ହେବ ।  ଏନେଇ ସକାଳ ୮ଟାରୁ ଭିଡ ସରିବା ଯାଏଁ ସହରରେ  ଟ୍ରାଫିକ କଟକଣା  ଜାରି ରହିବ। ସୁରକ୍ଷା ଓ ପରିଚାଳନା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking