32.1 C
Bhubaneswar
Saturday, March 28, 2026
Homeଓଡିଶା୪ ପୁଲିସ କର୍ମଚାରୀ  ନିଲମ୍ବିତ

୪ ପୁଲିସ କର୍ମଚାରୀ  ନିଲମ୍ବିତ

ନୟାଗଡ : ୩ ହାବିଲଦାର ସହିତ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଜ ଭିତରେ ମାରପିଟ ଯୋଗୁଁ  ନିଲମ୍ବନ କଲେ  ଏସପି । ବ୍ୟକ୍ତିଗତ ଘଟଣାକୁ ନେଇ  ଗଣ୍ଡଗୋଳ  ହୋଇଥିଲା । ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ପୋଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking