21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଏନକାଉଣ୍ଟରରେ ୪ ନକ୍ସଲ ନିପାତ

ଏନକାଉଣ୍ଟରରେ ୪ ନକ୍ସଲ ନିପାତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର । ଏନକାଉଣ୍ଟରରେ ୪ ନକ୍ସଲ ନିପାତ ହୋଇଛି । ବାଲାଘାଟରେ କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ ହୋଇଛି ।  ଏନକାଉଣ୍ଟରରେ ୩ ମହିଳା ନକ୍ସଲଙ୍କ ସମେତ ୪ ଜଣ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ରେନେଡ , ରକେଟ ଲଞ୍ଚର ସହ ରାଇଫଲ ଜବତ କରାଯାଇଛି ।  ଘଟଣାସ୍ଥଳରୁ ଆଉ କିଛି ନକ୍ସଲ ଚମ୍ପଟ ମାରିଥିବା ସୂଚନା ମିଳୁଛି ।  ସୁରକ୍ଷା କର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking